STORYMIRROR

Subrat Malik

Abstract

3  

Subrat Malik

Abstract

ପ୍ରେମର ଅମରାବତୀ

ପ୍ରେମର ଅମରାବତୀ

1 min
175

ରୂପ ଯା'ର ଢାଳେ ଶୀତଳ ଚନ୍ଦ୍ରମା

ଦିବସ ହେଉ ବା ରାତି,

ନିଖୁଣ ବିନ୍ଧାଣି ସ୍ରଷ୍ଟା ସର୍ଜନାରେ 

ସୌନ୍ଦର୍ଯ୍ୟର ଶ୍ରେଷ୍ଠ କୀର୍ତ୍ତି ...

ମୁଖେ ସ୍ମିତହାସ୍ୟ ମାୟାର ପ୍ରତୀକ ,

ଅଚିରେ ହୃଦୟ ମୋହେ,

ଗହମ ବର୍ଣ୍ଣର ଧବଳ ଶରୀରେ

ରକ୍ତିମ ଅଧିର ଶୋହେ ...

ବର୍ଣ୍ଣନାର କାହୁଁ ଇତି,

ଯେତେ ଦେଖିଲେ ବି ଆଖି ପୂରେ ନାହିଁ

ପ୍ରେମର ଅମରାବତୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract