STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

କଲାହାଣ୍ଡିର ସ୍ଵାଧୀନତା ସଂଗ୍ରାମୀ ରେଣ୍ଡ ମାଝି

କଲାହାଣ୍ଡିର ସ୍ଵାଧୀନତା ସଂଗ୍ରାମୀ ରେଣ୍ଡ ମାଝି

1 min
247


ହେ ବୀର ପୁରୁଷ ତୁମରି ଚରଣେ କୋଟି ପ୍ରଣତୀ

ତୁମରି ବୀରତ୍ଵ ର ଗାଥା ଗାଉ ଅଛୁ ନୀତି

ଆମରି ମାଟିର ତୁମେ ଅମୃତ ସନ୍ତାନ

ଦେଶ ପାଇଁ ତୁମେ ଦେଇ ଅଛ ଜୀବନ

ତୁମରି ଦିବ୍ୟ ରୂପ ଦେଖି ମନ

ମୁଗ୍ଧ ହୋଇ ଯାଏ

ତୁମରି ଗାଥା କୁ ଶୁଣି ଦେହେ ଶିହରଣ ଆସି ଯାଏ

ଉତ୍କଳ ମାଟି ରେ ଜନ୍ମ ନେଇ ଧନ୍ୟ କଲ ଆମ ଜନ୍ମ ଭୂମି କୁ

ତୁମ ପରି ବୀର ପାଇଁ ଗର୍ବ କରି ଅଛୁ

ନିଜକୁ

ତୁମ ପିତା ମାତା ଙ୍କର ଗୌରବ ତୁମେ ହିଁ ହେଲ

କଳା ହାଣ୍ଡି ଜିଲ୍ଲାର ନା କୁ ବିଖ୍ୟାତ

କରିଲ

ହେ ଦିବ୍ୟ ପୁରୁଷ ଆମ କୁ ଏଇ ଆଶିଷ ସଦା ଦେଉଥିବ

ତୁମ ପରି ଆମ ଜୀବନ ବି ଦେଶ ସେବାରେ ଲାଗୁଥିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational