Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Meher

Inspirational

4.2  

Santosh Kumar Meher

Inspirational

କଵିତା -"ମା"

କଵିତା -"ମା"

1 min
233


ମା,

ତୁ ମମତା ର ସୀମାହିନ ଦରିଆ ଟିଏ

  ସ୍ନେହ,ପ୍ରୀତି ର ଏକ ଅତୁଟ ଵନ୍ଧନ ଟିଏ;

ଜୀବନ ଯୁଦ୍ଧ ରେ ହାରିଯାଉଥିଲେ

  ତୁ ଵଂଚିବାର ସାହାସ ଟିଏ ।।

    ମା,

  ତୁ ଏକ ଅନନ୍ୟା ଉଚ୍ଚାରଣ ଟିଏ,

ସ୍ନେହ ମୟୀ,ଅମୃତମୟୀ,କରୁଣାମୟୀ ମାଆ ଟିଏ;

ଜୀବନ ର କଷଟି ପଥରେ ଝୁଣ୍ଟିପଡୁଥିଲେ

 ତୁ ଆଗ କୁ ଵଢିଵାର ପ୍ରେରଣା ଟିଏ ।।

        ମା,

     ତୁ ବିଶ୍ଵାସ ଭରା ମିଠାସ୍ ଶଵ୍ଦ ଟିଏ,

ଅବାରିତ ଧାରା ରେ ଵହିଯାଉଥିବା ପ୍ରେମର ନିର୍ଝରିଣୀ ଟିଏ;

ଜୀଵନ ଭିଡ଼ ରେ ହଜି ଯାଉଥିଲେ

  ତୁ ଖୋଜିବାର ପ୍ରୟାସ୍ ଟିଏ ।।

ମା,

ତୁ ଏକ ସୁଖଶାନ୍ତିଭରା ଜୀବନ ଟିଏ,

ଜୀବନ ର ପହିଲି ଅଭିବ୍ୟକ୍ତି ଟିଏ;

ଜୀବନ ଦୀପ ଟା ସରିଯାଉଥିଲେ

ତୁ ଆଶ୍ଵାସନା ର ଦୀପଶିଖା ଟିଏ ।।

   


Rate this content
Log in

Similar oriya poem from Inspirational