STORYMIRROR

Disambar Meher

Romance

3  

Disambar Meher

Romance

କଇଁ ହେତୋଉଛେ ଜନ୍ କେ...........

କଇଁ ହେତୋଉଛେ ଜନ୍ କେ...........

1 min
11.5K

ରାଏତ୍ ନେ ସଭେଁ ସୁଇଦେଲେ ମୁଇଁ ଚେତି ଥିସି

ଦେଖୁଥିସି ଖୁଲା ଆକାଶ୍ କେ

ଆଏଁଖ୍ ନୁ ପାଏନ୍ ଥପ୍ ଥପ୍ ଥିପି ଯାଉଥିସି

ହେତୋଉଥିସି ତୁମର୍ କଥାକେ ।।

ହେ ଜୁଲିଆ ତରାକେ ଦେଖେଇ କରି

ତମେ କହୁଥିଲ ଆମର୍ ପ୍ରେମର୍ କଥା

ଆଏଜ୍ ଭି ଉଦିଛେ ସେ ତରା

ନାଇଁ ସୁନି ପାରୁଛେ ଆର୍ ସେ ପିର୍ତିର୍ ବାର୍ତ୍ତା ।

ମୋର୍ ରଙ୍ଗ୍ ରୁପର୍ କରୁଥିଲା ତାରିପ୍

କଇଁ,ପଦମ୍ ସନେ କରୁଥିଲ ଜୋଟ୍ ।

ଆଏଜ୍ ହଜି ଯାଇଛେ ସବୁ ଚମକ୍

ଛାତିନେ ବାଜିଛେ ଦରଦ୍ ର ଚୋଟ୍ ।।

ଆଏଁଖ୍ ଲିମି ଦେଲେ ତମେ ଦିଶୁଛ

ନିନାଶ୍ ନେ ଭି ତମର୍ ଶବଦ୍ ଶୁନୁଛେ

ପାସକେ ଆସ .ପାସକେ ଆସ ଡାକୁଛ

ନାଇଁ ଜାଇପାରୁଛେ ...ନାଇଁ ଜାଇ ପାରୁଛେ ।


Rate this content
Log in

Similar oriya poem from Romance