Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

3  

Bijaya Kumar Swain

Inspirational

କିଏ କହେ କିଏ କହେ ତୋତେ କଳ

କିଏ କହେ କିଏ କହେ ତୋତେ କଳ

1 min
212


କିଏ କହେ


କିଏ କହେ ତୋତେ କଳା କାହ୍ନୁ ବୋଲି

  କିଏରେ କହେ କାଳିଆ 

କିଏ କହେ ତୋତେ ବନମାଳୀ ବୋଲି

 କେ କହେ ଭାବ ଭୋଳି ଆ ।


ଗୋପ ଗୋପାଲୁଣି ଲହୁଣୀ ଚୋରାଇ

 ବୋଲାଉ ଲହୁଣୀ ଚୋର

ଇନ୍ଦ୍ର କୋପୁଁ ଗୋପ ରଖିଲୁ ବୋଲି ରେ

 ନାମ ହେଲା ଗିରିଧର

ଷୋଳ ଶସ୍ର ଗୋପୀ 

  ତୋ ପ୍ରେମରେ ବାଈ

ଗୋପୀନାଥ ନାମ ଯାହା ।


 କେ କହେ ଭାବ


କଂସାସୁର ବଧି ନାମ ତୋ କଂସାରି

  ଯଶୋଦା କଳା ମାଣିକ

ଦେବକୀ ନନ୍ଦନ ରାଧା ପ୍ରାଣ ଧନ

 କାଳିୟ ପ୍ରାଣ ରକ୍ଷକ

ରୁକ୍ମିଣୀ ବଲ୍ଲଭ ଗୋପାଳ ଶ୍ରୀ କୃଷ୍ଣ

  ତୁହିରେ ନୀଳା ଚଳିଆ।

କେ କହେ ଭାବ ।


Rate this content
Log in

Similar oriya poem from Inspirational