Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

କିଏ କ'ଣ ଚାହେଁ ?

କିଏ କ'ଣ ଚାହେଁ ?

1 min
213


#ସିଧାକଥା - ୯୮


ପୁଅ ଚାହୁଁଥାଏ ମୋ ମାଆ ପଣତ ତଳେ ହେଇଥିବି ଠିଆ,

ଝିଅ ଚାହୁଁଥାଏ ମୋ ବାପାର ମାନ-ବଳ ବଢ଼ୁ ହେଇନୂଆ |


ମାଆ ମୋର ଚାହେଁ ସିନ୍ଦୂର ମୁଣ୍ଡରେ ପୁଅ ସୁଖ ଦେଖୁଥିବି,

ବାପା ବି ଚାହାନ୍ତି ସୁଖ ସଂସାରକୁ ଯୋଡ଼ିକରି ରଖିଥିବି |


ପୃଥିବୀ ଚାହୁଁଛି ସୂର୍ଯ୍ୟ ଚାରିପଟେ ଦିନରାତି ଘୂରୁଥିବି,

ପ୍ରକୃତି ଚାହୁଁଛି ଆଜିର ଚିଜକୁ କାଲି ବଦଳେଇ ଦେବି |


ନିଆଁ ଚାହୁଁଥାଏ ଜଳି ଜଳି ମୁହିଁ ଆକାଶକୁ ଛୁଇଁଦେବି,

ପାଣି ଚାହୁଁଥାଏ ଗଡ଼ିଗଡ଼ି ମୁହଁ ସାଗରରେ ମିଶିଯିବି |


ଆକାଶର ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା ଚାହାନ୍ତି ଆଲୋକ ଦେଵି,

ଈଶ୍ୱର ଚାହାନ୍ତି ଭକ୍ତ ହୃଦୟରେ ବନ୍ଧାହେଇ ରହିଥିବି |



Rate this content
Log in

Similar oriya poem from Classics