STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

କିଏ ଜାଣେ

କିଏ ଜାଣେ

1 min
14.2K


ତୁମ ଅଜାଣତରେ

ଛୁଇଁବାକୁ ଇଚ୍ଛା ହୁଏ ତୁମକୁ

କେବେ ଚାହାଣିରେ

କେବେ କାହାଣୀରେ

କେବେ ପୁଣି ମୋ ତତଲା ନିଶ୍ଵାସରେ

ତୁମର ସେ ଦମ୍ଭିଲା ଛାତିକୁ

ଇଚ୍ଛା ସବୁକୁ କିନ୍ତୁ

ମୋଡ଼ିମାଡ଼ି ଜାକିଜୁକି ରଖିବାକୁ ହୁଏ ଭ୍ୟାନିଟିରେ

ଡରଲାଗେ ମୋତେ ଭାରି...

କିଏ ଜାଣେ,ଏଇ ଇଚ୍ଛାଟା ହିଁ ଦିନେ

ଦୂରେଇ ଦେବନି ମୋଠୁଁ ତୁମକୁ !ନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance