STORYMIRROR

Tapan Dixit

Fantasy Inspirational

2  

Tapan Dixit

Fantasy Inspirational

କିଏ ଜାଣେ କେବେ ପରୱାନା ନେଇ

କିଏ ଜାଣେ କେବେ ପରୱାନା ନେଇ

1 min
2.4K


କିଏ ଜାଣେ କେବେ ପରୱାନା ନେଇ

ମୃତ୍ୟୁ ଆସିବ ଦ୍ୱାରେ

କିଏ ଜାଣେ ଅବା ଶେଷ ସନ୍ଧ୍ୟା କେବେ

ଜୀବନର ସହରରେ ,

ଆସ ମିଶି ଆମେ ମହକାଇ ଦେବା

ସୁମନ ସୁଗନ୍ଧ ଭଳି

ଆସନ୍ତା କାଲିର ଇତିହାସ ହେବ

ଆମ ପାଇଁ ଶ୍ରଦ୍ଧାଞ୍ଜଳୀ

ତପନ ଦୀକ୍ଷିତ

(ବେଳାଭୂମି)

ଜୟ ଜଗନ୍ନାଥ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy