STORYMIRROR

Prafulla Kumar Tripathy

Romance

3  

Prafulla Kumar Tripathy

Romance

କିଛି କହିଲନି ଯେ

କିଛି କହିଲନି ଯେ

1 min
226

ଗୋଟିଏ ଗୋଟିଏ କବିତା

ଏକାଠି କରିିଦିଏ ମଣିଷଙ୍କୁ

ଏ କଥା ମୁଁ ଆଗରୁ ଜାଣିନଥିିଲି ।

ସେ ଦିନ ମୋର କବତାଟି

ଖବର କାଗଜରେ ବାହାରି ଥିଲା

କବିିତାଟି ପଢୁ ପଢୁୁ 

ତମେ କହିଲ ସେ କବିତାଟି

ତୁମର ସବୁଠୁ ପ୍ରିୟ କବିତା ବୋଲି

ମୁଁ ଜାଣିନଥିଲି ସେଦିନ 

ମୋର ପ୍ରିୟ କବିତାଟି ପଢି ଥିବରୁ

ଦିନେ ତୁମେ ପୁଣି ମୋର

ପ୍ରେମିକା ହୋଇଯିବ ବୋଲି

ତୁମ ମନର ଅକୁହା କଥାଟି

ସେ କବିତା ଭିତରେ ଥିଲା ବୋଲି ।

ମୁଁ ବା କଣ ଜାଣିଥିିଲି ?

ନ ହେଲେତ କେତେ ଆଗରୁ

ଖବର କାଗଜରେ

ପୃଷ୍ଠା ମଣ୍ତନ କରିିଥାନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance