STORYMIRROR

Sikha Mandal

Romance

3  

Sikha Mandal

Romance

ପ୍ରେମ

ପ୍ରେମ

1 min
202

ଜୀବନରେ ଭଲପାଇ

ଭୂଲିଯିବାର ମାନେ ନୁହେଁ ପ୍ରେମ।

କାହାକୁ କେବେ ମନ ଦେଇ

ଭୂଲିବାର ମାନେ ନୁହେଁ ପ୍ରେମ।

ପ୍ରେମ ଅଟେ ଏକ ଅଭୁଲା ସ୍ମୃତି

ପୁରୁଣା ସ୍ମୃତିକୁ ଭୂଲିବାର ମାନେ ନୁହେଁ ପ୍ରେମ ‌।

ପ୍ରେମ ଏମିତି ଯେ ଏକ ସ୍ମୃତି ଘର

ଯେଉଁ ସ୍ମୃତିକୁ ନେଇ ଜୀବନ ହୁଏ ମଧୁର।

ନିଜ ସୁଖରେ ସୁଖୀ ହୋଇଯିବା

ମାନେ ନୁହେଁ କେବେ ପ୍ରେମ।

ଜଣେ ଜଣଙ୍କର ସୁଖକୁ ଚାହିଁବା

ମାନେ ହିଁ ତ ପ୍ରେମ।

ଜଣେ ଜଣଙ୍କର ମନକୁ ବୁଝିବା

ମାନେ ହିଁ ତ ପ୍ରେମ।

ନିଜଠାରୁ ଅଧିକ ବିଶ୍ଵାସ କାହାକୁ

କରିବାର ମାନେ ହିଁ ତ ପ୍ରେମ।

ନିଜ ଜୀବନଠାରୁ ଅଧିକ କାହାକୁ

ଚାହିଁବାର ମାନେ ହିଁ ତ ପ୍ରେମ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance