STORYMIRROR

Sikha Mandal

Abstract

3  

Sikha Mandal

Abstract

ମଣିଷ

ମଣିଷ

1 min
127

ଆଶା ନୁହେଁ ମୁଁ ନିରାଶ ଟିଏ

ସ୍ରୋତ ପରି ମୁଁ ଅସ୍ଥିର ହୁଏ।

ସ୍ଵାର୍ଥର ବହ୍ନିରେ ନିତି ଜଳେ

ତଥାପି ଜୀବନ ଯଜ୍ଞରେ ପୂର୍ଣ୍ଣାହୁତି ଦିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract