ବନାନୀ
ବନାନୀ
1 min
139
ହେ ସୁନ୍ଦର ସବୁଜ ବନାନୀ,
କେହି ଜାଣନ୍ତି ନାହିଁ ତୁମ ଜିବନୀ ।
ତୁମେ ଯେ ଦେଇଥାଅ ଆମକୁ ଅମ୍ଳଜାନ,
ହେଲେ ବୁଝିପାରନ୍ତି ନାହିଁ ଏହି ସଜନ ।
ତୁମ ପାଇଁ ତ ବରଷା ଧାରା,
ତୁମେ ହିଁ ତ ଅମୃତ ନୀରା ।
ତୁମ ପାଇଁ ତ ଏହି ଦୁନିଆ,
କରିଥାଅ ଯାଦୁ ତୁମେ କିମିଆଁ ।
ଅଜ୍ଞାନ ହୋଇ କାଟିଥାନ୍ତି ବନ,
ହେଲେ ତୁମେ ବଞ୍ଚାଅ ଆମ ଜୀବନ ।
ଗଛମାନଙ୍କର ନିବିଡତାରେ ହୋଇଅଛି ଘନ,
ତୁମର ସୌନ୍ଦର୍ଯ୍ୟକୁ କେ କହିପାରିବ ହୀନ ।
