STORYMIRROR

Sikha Mandal

Others

3  

Sikha Mandal

Others

ବାପା

ବାପା

1 min
350


ଯିଏ ନିଜେ ନଖାଇ ଆମକୁ ଖୁଆନ୍ତି

ଯିଏ ନିଜେ ନସୋଇ ଆମକୁ ଶୁଅନ୍ତି

ଯିଏ ଆମ ପାଇଁ ନିଜକୁ ବଳି ପକେଇ ଦିଅନ୍ତି

ସେ ହିଁ ହେଉଛନ୍ତି ଆମର ବାପା ।

ନିଜେ ଜଳି ଜଳି ଆମକୁ ଆଲୋକ ଦିଅନ୍ତି

ବାଟରେ କଣ୍ଟା ଥିଲେ ବାଟ ପାରି କରିଦିଅନ୍ତି

ସେ ହିଁ ହେଉଛନ୍ତି ଆମର ବାପା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍