STORYMIRROR

Rajeev Singhdeo

Romance

3  

Rajeev Singhdeo

Romance

ତଥାପି ପାରୁନି ଭୂଲି

ତଥାପି ପାରୁନି ଭୂଲି

1 min
196


ବିଶ୍ଵାସରେ ବିଷ

ଦେଇ ଚାଲିଗଲ

ଅବାଟ ରେ ପଡ଼ି ଗଲି,

ଦୁଃଖର ସଂସାରେ

ଛାଡ଼ି ଦେବା ସତ୍ବେ

ତଥାପି ପାରୁନି ଭୂଲି।


ମୋ ଆଖି ପଲକେ 

ରହିଛ ଏମିତି 

ଜମାରୁ ପାରୁନି ଖୁଲି,

ଶତ ଚେଷ୍ଟା କଲି

ଭୂଲିବା ପାଇଁ ସେ

ତଥାପି ପାରୁନି ଭୂଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance