STORYMIRROR

Manju Rath

Romance

3  

Manju Rath

Romance

ସ୍ୱପ୍ନ

ସ୍ୱପ୍ନ

1 min
171

ସପନ ର ଓଦା ଓଦା 

ମନ ଟିଏ 

ଖୋଜେ ଖାଲି 

ପ୍ରୀତିର ଫୁଲ ଟିଏ ।


ସଜ୍ଜିତ ସେ ଫୁଲର ପାଖୁଡା 

ମହକର ସୁନ୍ଦର 

ବଗିଚା ଟିଏ 

ସପନରେ ଚାଲିଆସେ 

ପ୍ରଜାପତି ଟିଏ ।


ଫୁଲର ଆକର୍ଷଣରେ 

ଯେ ରହି ନ ପାରଇ 

ଚୁମ୍ବନର ବର୍ଷାରେ ସେ ଭିଜାଇ 

କୁହେ ଫୁଲକୁ 

ସପନରେ ଆସିଥିଲି ମୁଁହିଁ  ।


ଲାଜରେ ଝାଉଁଳି ଯାଇ ଫୁଲ କୁହେ 

ମୋ ସପନ ଆଉ ତୁମ ଦୁଷ୍ଟାମୀ 

ବେଳେ ବେଳେ ଅବୁଝା ପ୍ରୀତିର 

ଅଲୋଡା କାହାଣୀ ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Manju Rath

ରାଧାରାଣୀ

ରାଧାରାଣୀ

1 min വായിക്കുക

ସ୍ୱାର୍ଥ

ସ୍ୱାର୍ଥ

1 min വായിക്കുക

ହୋଲି

ହୋଲି

1 min വായിക്കുക

ମଳୟ

ମଳୟ

1 min വായിക്കുക

ନୟନ

ନୟନ

1 min വായിക്കുക

ସିନ୍ଦୁର

ସିନ୍ଦୁର

1 min വായിക്കുക

ବର୍ଷା

ବର୍ଷା

1 min വായിക്കുക

ସଭା

ସଭା

1 min വായിക്കുക

Similar oriya poem from Romance