STORYMIRROR

Manju Rath

Others

4  

Manju Rath

Others

ରାଧାରାଣୀ

ରାଧାରାଣୀ

1 min
45

ରାଧା ରାଧା ନାମେ 
ଶ୍ରୀକୃଷ୍ଣ ଙ୍କ ବାସ 
କହିଲ ସକ୍ଷୀ 
ରାଧା ନାମେ କି ରସ ଅଛି 
ମୂରଲୀମୋହନ ସଦା ସେ 
ନାମ ସହିତ ଜଡିତ ରହୁଛି 
ଗୋପୀଙ୍କ ମେଳେ ଥାଇ 
ରାଧା କୁ ଖୋଜୁଛି 
ବଂଶୀବାଦନ ସ୍ୱର 
ଅପେକ୍ଷା ରେ 
ରାଧା ର ଆସିବା ବାଟ କୁ ଚାହିଁଛି 
କଳଙ୍କିତ ବନ୍ଧନେ 
ପବିତ୍ରତା ର ମହକ 
ପ୍ରେମିକା ଭାବେ ଭାବକୁ 
ପ୍ରକଟ କରୁଛି 
ରାଧେ ରାଧେ ସମ୍ବୋଧନେ 
ଶ୍ରୀକୃଷ୍ଣ ଙ୍କ ବଂଶୀ 
ସାକ୍ଷୀ ହୋଇ କୁଞବନ 
ରାଧା ପ୍ରେମ ରେ 
ରଞିତ ହେଇଛି  





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍