STORYMIRROR

Manju Rath

Others

3  

Manju Rath

Others

ଅମାନିଆ ମନ

ଅମାନିଆ ମନ

1 min
5

ମାନେନା କେବେ 
ଡେଇଁଯାଏ ଏରୁଣ୍ଡି 
ସୀମାରେଖା କଣ ଜାଣେନା 
କଁଅଳିଆ ବୟସ ଲୁଚେନା 

ଲୁଚାଇବାକୁ ଚାହିଁଲେ 
କେଊଁ ଏକ କୋଣ ରୁ 
ଧରାପଡିଯାଏ
ଲଜ୍ଜିତ ମୂଖ ଅବନତ ହୁଏ

ଅମାନିଆ ମନ ସେ ତ 
ନଦୀ ର ଧାରା 
ମିଶିଯାଏ ସାଗର ବୁକୁ ରେ 
ଛାଡି ଚାଲିଆସେ 
ଯେଉଁଠି ମନ ଅମାନିଆ 
ହୋଇଯାଏ 


Rate this content
Log in