STORYMIRROR

Manju Rath

Others

3  

Manju Rath

Others

ଆଘାତ

ଆଘାତ

1 min
9

ଆଘାତ ର ଘା 
ଏଯାଏଁ ଶୁଖି ନାହିଁ
କନ୍ଚା ମାଂସ ର 
 ଖଣ୍ଡ ଖଣ୍ଡ ଝୁଲୁଥିବା 
ହାଡ ରେ ପୂର୍ଣତା 
ଘୋଡେଇ ନାହିଁ 

ଶୁନ୍ୟତା ଆଖି ରେ 
ଝରୁଥିବା ଲୁହ ଆଜି ପର୍ଯ୍ଯନ୍ତ 
ଝରୁଛି ଯେ ଆଘାତ ରେ ଭିଜୁଛି 
କିଛି ବି କହି ହେଉ ନାହିଁ 

 ଆଘାତ ର ଗୋଟିଏ ଗୋଟିଏ 
ଚିହ୍ନ ପାଦେ ବେଡି ସାଜୁଛି 
ପାଦ ର ଘୋସରା ଅଗଣା ରେ 
 ସ୍ଥିର ରହି  ପଛଘୁନ୍ଚା ଦେବାକୁ 
କୁଣ୍ଠାବୋଧ ହେଉନାହିଁ 



Rate this content
Log in