ଉତ୍କଳ
ଉତ୍କଳ
1 min
0
କବିତ୍ୱ ର କବିତା
ଉତ୍କଳ ର ଅସ୍ମିତା
ଆଜି ଅନ୍ଧାର ର
ଅନ୍ଧାରୁଆ
ନାହିଁ ଓଡିଆ ର ଭାଷା
ଆଜି ବି ଓଡିଆ
ସଂକଟ ପସରା
ପୀଢୀ ଓଡିଆ
କହିବାକୁ ଅବୁଝା
ଇଂରାଜୀ କୁହା
ବାହାସ୍ଫୋଟ ର ଦେଖାଣିଆ
ଓଡିଆ ଶବ୍ଦେ ଦେବାଳିଆ
ଖୋଜୁଛି ଉତ୍କଳ ଆଜି ଉତ୍କଳିକା
ଓଡିଆ ର ଅସ୍ମିତା
ଅଭିମାନ ର ବିଭିସୀକା
ଆଜି ର ପୀଢୀକା
ନିର୍ଜୀବ ଲୋକହସା
