STORYMIRROR

Manju Rath

Others

4  

Manju Rath

Others

ଘୁଙ୍ଗୁର

ଘୁଙ୍ଗୁର

1 min
34

ତୁମେ ଶବ୍ଦ ର ଅଳଙ୍କାର 
ତୁମକୁ ପାଦେ ବାନ୍ଧି 
ନର୍ତକୀ ନାଚେ 
ମନକୁ ଜାଣି 

ତୁମ ବିନା ନାଚ ଯେ 
ଶ୍ରୀହୀନ 
ସେ ହୁଅନ୍ତୁ ପଛେ 
ଉର୍ବଶୀ ମେନକା 
ଅବା ମଦଳାସା

ତୁମ ଶବ୍ଦେ ଶ୍ରୁତି ମଧୁର ଧ୍ୱନୀ 
ତୁମ ଛମ୍ ଛମ୍ ଚାଲି ରେ 
ରୁହେ ନାଚ ର ଠାଣି
ମନ ମୋହିଯାଏ 
ତୁମ ମଧୁର ଶବ୍ଦ ଶୁଣି

ତୁମ ନାମେ ରହିଛି 
ଇତିହାସ ର କେତେ ଯେ କାହାଣୀ 
ତୁମେ ରହିଥାଅ 
ସୁନ୍ଦରତା କୁ ବଖାଣୀ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍