STORYMIRROR

Manju Rath

Others

4  

Manju Rath

Others

ବରଷା ରାଣୀ

ବରଷା ରାଣୀ

1 min
9

ଭିଜୁଛି ମୁଁ ଆଜି ପ୍ରଥମ ବରଷା ରେ 
ଓଦା ଓଦା ମୋ ଦେହ 
ଓଦା ଓଦା ମୋ ଆଖି 
ଦୁହେଁ ମିଶି ହଜୁଛନ୍ତି ମେଘ ର ଡାକରା ରେ 
 
ମୋ ଅଗଣା ବହୁଦିନ ଧରି ଶୁଖିଲା ମାଟିରେ 
ସିନ୍ଚି ଦେଲ ଓଦା ଓଦା ମହମହ ମାଟିର ମହକ ରେ 

ମୁଁ ଚାହିଁ ଦେଲି ତୁମକୁ ଥରେ 
ତୁମେ ଏମିତି ବରଷି ଗଲ 
 ମୋ ଅଭିମାନ ର ଲୁହ 
ମିଶିଗଲା ତୁମ ସାଥୀ ରେ 

ମୋ ଜ୍ଜଳନ ଦେହ ରେ 
ଆଙ୍କିଦେଲ ଇନ୍ଦ୍ରଧନୂ ର ସପ୍ତ ରଙ୍ଗ 
 ରେ  
ବରଷା ରାଣୀ ତୁମେ 
କହିଦେଲ ଓଦା ରେ ମୁଁ 
ତୁମ ସାଥୀ ରେ 


Rate this content
Log in