STORYMIRROR

Manju Rath

Others

4  

Manju Rath

Others

ଲୁହ

ଲୁହ

1 min
1

ଆଖି ଅଛି ତ ଲୁହ ଅଛି 
ଲୁହ ଢଳଢଳ 
କାହାଣୀ ର ସେ କଳା ଭଁଅର
ସୁଖ ଦୁଃଖ ର ପ୍ରକାଶ ମେଳ 

ଆଖି ର ପଲକ 
କୁହେ ଲୁହ ର ଝଡ 
ବୋହିଆସେ ମାନେନା 
ସେ ନଦୀ ର ଧାର 


ଆଖି ଧରିନିଏ ଲୁହ ର
ପୁଟୁଳି ସେଇଠି ସେ ବାନ୍ଧେ 
ବେଦନା ର  କୋହ ଯେଉଁଠି 
କହିପାରେନା ସେ ଓଠ 

ଲୁହ ଖୋଜେ ମିଳନ ବିଛେଦ 
ର ଛନ୍ଦ 
ଆଖି ତ ସାଇତି ନିଏ 
ବହୁଥିବା ଲୁହ ର ପ୍ରଛଦପଟ 








Rate this content
Log in