କିଛି କହିବାକୁ ଅଛି…
କିଛି କହିବାକୁ ଅଛି…
କିଛି କହିବାକୁ ଅଛି….. ଟିକେ ଶୁଣିବ କି ? କିଛି କହିବାକୁ ଅଛି….. ଟିକେ ଶୁଣିବ କି ? ମୁଁ ଦେଇ ଥିବା ଚିଠି ର ଉତ୍ତର…ଆଜି ଦେବ କି ? ହାତ ଧରି ମୋର, ମତେ ନିଜର କରିନେବ କି ? କିଛି କହିବାକୁ ଅଛି….. ଟିକେ ଶୁଣିବ କି ?
ହାତରେ ଶଙ୍ଖା,ଆଉ ମଥାରେ ସିନ୍ଦୂର ନାଇବକି ? ଆଉ ଥରେ ପୁଣି କନିଆଁ ସାଜି… ମୋ ଘରକୁ ଆସିବ କି ? କିଛି କହିବାକୁ ଅଛି….. ଟିକେ ଶୁଣିବ କି ।।

