ସମ୍ପର୍କ
ସମ୍ପର୍କ
ତମ ମୋର ସମ୍ପର୍କ ଅନେକ ଦିନର । ଦିନେ ଥିଲ ପର... ହେଲେ ଆଜି ଅତି ଆପଣାର । ତମ ମୋର ସମ୍ପର୍କ ଅନେକ ଦିନର । ପିଲାବେଳ ସାଥୀ ତୁମେ... ବାର୍ଦ୍ଧକ୍ୟର ସାହାରା । ଅନ୍ଧାରେ ଆଲୋକ ଦେଖାଇ କରିନେଲ ନିଜର । ତମ ମୋର ସମ୍ପର୍କ ଅନେକ ଦିନର ।। ( ମୋର ପ୍ରିୟ.... ବହି..)
