STORYMIRROR

Brundabana Pradhan

Action

2  

Brundabana Pradhan

Action

କିଛି କବିତା

କିଛି କବିତା

1 min
2.6K

କିଛି କବିତା ଦୁଃଖ କୁ ନେଇ 

କିଛି କବିତା ସୁଖ କୁ ନେଇ

ସମର୍ପି ଦେଉଛି 

ଭିନ୍ନ ଏକ ଚେତନା ନେଇ। 

କିଛି କବିତା ଲେଖୁଛି ମୁଁ ଆଜି 

କିଛି ଅକୁହା ବେଦନା କୁ ନେଇ

କିଛି ହସ ଫୁଟାଉଛି

ପ୍ରେମର ବାର୍ତ୍ତ। ଦେଇ ।

କିଛି କବିତା ଲେଖୁଛି ମୁଁ ଆଜି 

ଭରିରହିଥିବା କୋହ କୁ ନେଇ 

କବିତା ପରସି ଦେଉଛି ମୁଁ ଆଜି 

ଦୁଃଖ ର ଅଶ୍ରୁ କୁ ନେଇ। 


Rate this content
Log in

Similar oriya poem from Action