STORYMIRROR

Akshayakumar Dash

Action Others

4  

Akshayakumar Dash

Action Others

କନା

କନା

1 min
23.2K

କନା ବା କପଡା ରେ ଆବୃତ

ମୁଖ ନାକ ଦୁଇଟି ରାସ୍ତାରେ

ବିଶ୍ଵାସର ତୁଣ୍ଡି ବିଶ୍ୱ ଦରବାରରେ

କରୋଣାକୁ କରିପାରେ ପ୍ରତିରୋଧ।

ମଣିଷର ହଜି ଯାଇଛି ନିଦ

ଆତଙ୍କ ସୃଷ୍ଟି ହୋଇଛି ମନରେ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନର୍ଦେଶରେ

ଆବୃତ ହୋଇଲେ ମୁଖ ।

ଭୂତାଣୁର ପ୍ରବେଶ ଦ୍ଵାରକୁ

କେତେକାଂଶ ଲାଭ ହେବ

କୋଟି କୋଟି କପଡ଼ାକୁ କାଟି

ତୁଣ୍ଡି ବି କୁ କୁହନ୍ତି ବି ମୁଖା ।

ଆଉମୁଖ ନାକ ଦେଖି ବନି

ସମୟ ଚକ୍ରରେ କିଂକର୍ତବ୍ୟ ମୁଢ

ଲୋକଙ୍କ ଆଖିର ଭାଷା

ପଢିବାଟା ସାର 

ଲଗାମ ଛଡା ସ୍ଵଛନ୍ଦ ଏ ମଣିଷ ।

ନୀତି କୁ ନମାନି ଦୁର୍ନୀତି ଆଦରି

ବାଚଳ ସମାନ ପୁଳେ ଏଣୁତେଣୁ ଗପି

ହତ୍ୟା କରି ଶବ୍ଦ ବ୍ରହ୍ମ

କଳୁଷିତ କରେ ପ୍ରଦୂଷଣ 

ମୌନତାରେ ଶାନ୍ତି ପାଏ

ମୁଖେ ତୁଣ୍ଡି ଦେଇତାକୁ ଚେତାନ୍ତି ନିୟତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action