Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Tragedy

3  

Alhadini Panigrahi dash

Tragedy

କିଛି ଅକୁହା ପ୍ରଶ୍ନବାଚୀ

କିଛି ଅକୁହା ପ୍ରଶ୍ନବାଚୀ

1 min
195


ତୁମ ନୟନ କୋଣ ରୁ 

ଝରାଇଛ କେବେ ତୁମେ

ଲୁହ ଦୁଇ ଟୋପା

ବସି ବସି ଏକାନ୍ତ ସ୍ଥାନ ରେ ?


ଅନୁଭବ କରିଛ କି କେବେ ?

ହୃଦୟ ରେ ଅସହ୍ୟ ଯନ୍ତ୍ରଣା

ମୋରି ସ୍ମୃତି ରେ ା


ଉପଲବ୍ଧି କରିଛ କି କେବେ ?

ମୋର ଉପସ୍ଥିତି

ନିରବ ସଂଧ୍ୟା ରେ ା


କେବେ ଚାହିଁଛ କି ?

ଦେଖିବ ଗୋ ମୋର ପ୍ରତିଚ୍ଛବି

ତୁମର ସେ ନିଦ ଭିଜା 

ମୁଦା ଆଖି ତଳେ

ନିଶବଦ ଶାନ୍ତ ରଜନୀ ରେ ାା


Rate this content
Log in

Similar oriya poem from Tragedy