STORYMIRROR

Sadananda Sahoo

Abstract Inspirational Others

2  

Sadananda Sahoo

Abstract Inspirational Others

କଵି

କଵି

1 min
109


କବିତାର ପଂକ୍ତି ସବୁ ଲିପିବଦ୍ଧ ହୋଇଥାଏ 

ଆବେଗର ଅକ୍ଷରରେ , 

କଵି କହେ ହୃଦୟର କଥା ସବୁ ଖିଆଲି ମନରେ ॥ 

କଵି ଭାଷା କଵି ଅଶା ସତରେ ନିଆରା 

ସମାଜର ବାର୍ତ୍ତା ବହ କଵି ସର୍ବଦା ॥ 

କଵି କହେ ସିଧା କଥା ଲେଖନୀ ମୂନରେ , 

ସେଥି ପାଇଁ କଵି ବୋଧେ ଉପେକ୍ଷିତ ହୁ ଏ ॥ 

କଵି ସହେ ନାହିଁ ଅନ୍ୟାୟ ଅନୀତି 

 ଏ କଥା ପରା ସମାଜ ଜାଣିଛି ॥

ସିଧା କଥା ସିଧା ବାର୍ତ୍ତା ନାହିଁ ଆବିଳତା ॥ 


Rate this content
Log in

Similar oriya poem from Abstract