STORYMIRROR

Sunanda Mohanty

Romance Classics Others

3  

Sunanda Mohanty

Romance Classics Others

କହ୍ନେଇ

କହ୍ନେଇ

1 min
239

ତୁମକୁ ମୁଁ ଏତେ ଭଲପାଏ ହେ କହ୍ନେଇ 

ରାଧା ନୁହେଁ ନୁହେଁ ମୀରାବାଈ 

ତୁମକୁ ଦେଖିଲେ ଆଖିରେ ପଲକ ପଡେ ନାଇଁ 

ନୁହେଁ ଯଶୋଦା ଅବା ଦେବକୀ ମାଈ 

ତୁମକୁ ଦେଖିଲେ ଲାଗେ ଆରଜନ୍ମରେ ଦିଖିଛି ସାଇଁ 

ମହାଭାରତର କୌଣସି ଚରିତ୍ର ହୁଏତ ହୋଇ 

ତୁମକୁ ଦେଖିଲେ ଲାଗେ ତୁମେ ହିଁ ରାମ ହେ ଶ୍ୟାମ 

ରାମାୟଣ ର ଗୁଣ୍ଡୁଚି ହେଲେ ହୋଇଥାନ୍ତି ମୁହିଁ 

ତୁମକୁ ଦେଖିଲେ ଯେବେ ଆସେ ମନେ ଅଭିଯୋଗ 

ତୁମେ ସତ୍ୟ ସନାତନ ଜାଣି ଅଭିମାନ ଆଉ ନାହିଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance