STORYMIRROR

Ranita Swain

Romance

2  

Ranita Swain

Romance

କହିଦେ ତୋ ଅନ୍ତର କଥା

କହିଦେ ତୋ ଅନ୍ତର କଥା

1 min
2.4K


ରାତି ତୁ କାଇଁ ଆଜି

ଭାରି ନିଦୁଆ ନିଦୁଆ ଦିଶୁଛୁ

ସତ କହ କାହା କଥା ରାତି ସାରା ଭାବୁଛୁ....||

ଆଖି ତୋ ଅଳସ ଭାଙ୍ଗେ

ଓଠେ ନୀରବତା

କହିଦେ ଆଉ ଲୁଚାନି

ତୋ ଅନ୍ତର ଭିତର କଥା....||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance