STORYMIRROR

Puspanjali Panda

Classics

3  

Puspanjali Panda

Classics

କହିଵାର ଯାହା ଥିଲା-୯

କହିଵାର ଯାହା ଥିଲା-୯

1 min
211

କହିଦେଇଥାନ୍ତି ହେଲେ

ଭଲ ଲାଗେ 

ତୁମ କୁ ଶୁଣିବା

ଲୁଚି ଲୁଚି ତୁମ କୁ 

ଦେଖିବା 

ମନେ ମନେ ତୁମ କଥା 

ମନେ ପକାଇବା।


କହିଥିଲେ କହିଥାନ୍ତି

ଚାଲ ଆମେ 

ସାଙ୍ଗ ହୋଇ

ନୀଡ଼ ଟେ ରଚିବା

ଦୂର ଏକ ଦୁନିଆରେ

ସଂସାର ବାନ୍ଧିବା।


କହିପାରିଲିନି ବୋଲି

ଏଯାଏଁ ସହୁଛି

ତୁମ ଠୁ ଦୁରେଇ ଯାଇ

କେମିତି ଜିଈଛି

ଜୀଵନରେ ନିଆରା ଏ 

ଅନୁଭବ କଥା

ଏବେବି ଭାବୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics