Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Subas Chandra Rout

Classics Others

2  

Dr Subas Chandra Rout

Classics Others

କହ

କହ

1 min
135


ମୁଖ ନିସୃତଃ କବି – ସନ୍ଥ କବୀର ଦାସ 

ଅନୁବାଦ

ପ୍ରବଚନ କଥା କି କହିବା !

କହନା କିବା କହିବା ଭାଇ,

ପ୍ରବଚନ ଦିଏ ସତ୍ୟ ଲୁଚେଇ ।

ପ୍ରକୃତ ସତ୍ୟ ବିଲୋପ ହୁଏ,

ପ୍ରବଚନ କହି କହି ।

କରନ୍ତି ସାଧୁ ନୀତି ବ୍ୟାଖ୍ୟାନ,

ଥାଏ ସେଥିରେ ସତ୍ୟ ପଚ୍ଛନ୍ନ ।

କହି କହି ହୁଏ ସତ୍ୟ ବିକାର,

ନ କହିଲେ କିବା ହେବ ବିଚାର ।

ସନ୍ଥ ମିଳିଲେ କିଛି କହନ୍ତି,

ଅସନ୍ଥମାନେ ମସ୍ତି କରନ୍ତି ।

ଜ୍ଞାନୀ କହନ୍ତି ସୁପ୍ରୀତିକାରୀ,

ଅଜ୍ଞାନୀ କଥା ଅହିତକାରୀ ।

କବୀର କହେ ଅପୂର୍ଣ୍ଣ ଘଟ, ହୁଏ ବଡ଼ ଶବ୍ଦକାରୀ, 

ପୁରିଛି ଯଦି ଘଟ ଜଳରେ, ହୁଏ ନାହିଁ ଶବ୍ଦକାରୀ ।


Rate this content
Log in

Similar oriya poem from Classics