Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Classics

3  

Prafulla Kumar Tripathy

Classics

ଏଇତ ସମ୍ପର୍କ

ଏଇତ ସମ୍ପର୍କ

1 min
183


ଜୀବନ ଜଞ୍ଜାଳ ଭିତରେ

ଏଠି ସମ୍ପର୍କ ଭିନ୍ନ ମୋଡ

କେବେ କେବେ ନିଜକୁ

ହଜେଇବାକୁ ପଡେ

କେତେବେଳେ ନିଜକୁ 

ଖୋଜିବାକୁ ବି ପଡେ ।


ଜୀବନଟା ରକ୍ତ ମାଂସରେ ଗଢା

ଏ ଲମ୍ବା ରାସ୍ତାରେ କଣ୍ଟା ବହୁତ

ତା ବେଦନାକୁ ସହିବାକୁ ପଡେ

କେବେ କାନ୍ଦି କାନ୍ଦି ହସିବାକୁ ପଡେ

ଆଖିର ଲୁହ ଲୁଚେଇବା ପାଇଁ

ମନର କୋହକୁ ମନରେ ଚାପି ଦିଏ

ଏହା ଆମ ନିତି ଦିନିଆ ଜିବନରେ

ସମ୍ପର୍କ ଭିତରେ ଘରକରୁ ।



Rate this content
Log in

Similar oriya poem from Classics