Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

3  

Prabhas Kumar mohapatra

Inspirational

କେତେଦିନ ବଞ୍ଚିବ

କେତେଦିନ ବଞ୍ଚିବ

1 min
168



ଭାଇ କେତେ ଦିନ ଏମିତି ବଞ୍ଚିବ

ଆଜ୍ଞା ହଜୁର କହିକି l

ପାଦ ଆଉଁସି ତେଲ କରି ମାଲିସ

ମସ୍ତକ ସ୍ଵ ନୁଆଇଁ କି ll


ନିଜର ଆତ୍ମ ସ୍ୱାଭିମାନ ହାରିକି

ସର୍ବଦା ଡରି ଡରିକି l

ଏଣ୍ଡୁଅ ପରିକା ମୁଣ୍ଡ ଟୁଙ୍ଗାରିକି

ଜୀବନେ ଭୟ କରିକି ll


ବସ୍ତ୍ର ଥିଲେ ଜାବୁଡି ଦ୍ରୌପଦୀ ପରି

 ସାଥି ଦେବେ ନାହିଁ କେହି l

ହାତ ଟେକି ଦିଅ ଭୟ ସଦା ହାର

କୋଟି ବସ୍ତ୍ର ଦେବେ ସେହି ll


ନିତି ଡରି ଭାଇ ଭୟ ତୁହି କରି

 କାଇଁ ମରୁ ପ୍ରତି କ୍ଷଣେ l

ଦିଦିନ ଅତିଥି ରଙ୍ଗ ମଞ୍ଚେ ତୁହି

ହୋଇଯା ସାହସୀ ଜଣେ ll



Rate this content
Log in

Similar oriya poem from Inspirational