Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Prabhas Kumar mohapatra

Inspirational


3  

Prabhas Kumar mohapatra

Inspirational


କେତେଦିନ ବଞ୍ଚିବ

କେତେଦିନ ବଞ୍ଚିବ

1 min 157 1 min 157


ଭାଇ କେତେ ଦିନ ଏମିତି ବଞ୍ଚିବ

ଆଜ୍ଞା ହଜୁର କହିକି l

ପାଦ ଆଉଁସି ତେଲ କରି ମାଲିସ

ମସ୍ତକ ସ୍ଵ ନୁଆଇଁ କି ll


ନିଜର ଆତ୍ମ ସ୍ୱାଭିମାନ ହାରିକି

ସର୍ବଦା ଡରି ଡରିକି l

ଏଣ୍ଡୁଅ ପରିକା ମୁଣ୍ଡ ଟୁଙ୍ଗାରିକି

ଜୀବନେ ଭୟ କରିକି ll


ବସ୍ତ୍ର ଥିଲେ ଜାବୁଡି ଦ୍ରୌପଦୀ ପରି

 ସାଥି ଦେବେ ନାହିଁ କେହି l

ହାତ ଟେକି ଦିଅ ଭୟ ସଦା ହାର

କୋଟି ବସ୍ତ୍ର ଦେବେ ସେହି ll


ନିତି ଡରି ଭାଇ ଭୟ ତୁହି କରି

 କାଇଁ ମରୁ ପ୍ରତି କ୍ଷଣେ l

ଦିଦିନ ଅତିଥି ରଙ୍ଗ ମଞ୍ଚେ ତୁହି

ହୋଇଯା ସାହସୀ ଜଣେ ll



Rate this content
Log in

More oriya poem from Prabhas Kumar mohapatra

Similar oriya poem from Inspirational