STORYMIRROR

Trushna Das

Abstract Fantasy Others

3  

Trushna Das

Abstract Fantasy Others

କେତେ ସୁନ୍ଦର ଦିଶଇ

କେତେ ସୁନ୍ଦର ଦିଶଇ

1 min
52

କେତ ସୁନ୍ଦର ଆକାଶ ଦିଶଇ

ଯେତେବେଳେ ନୀଳ ଆକାଶେ

ଜହ୍ନମାମୁଁ ଆଲୋକର ଚାଦର ଘୋଡ଼ାଇ ଥାନ୍ତି। 


କେତେ ସୁନ୍ଦର ଧରା ଦିଶଇ

ଯେତେବେଳେ ଧରଣୀ ମାଁଁ ନିଜ ବୁକୁରେ

ବୃକ୍ଷଷଲତା ରୂପି ଶାଢୀ ପିନ୍ଧି ଶୋଇ ଥାନ୍ତି। 


କେତେ ସୁନ୍ଦର ନାରୀଟିଏ ଦିଶଇ

ଯେତେବେଳେ ସିଏ

ନିଜକୁ ସଂସ୍କକାରରେ ବାନ୍ଧି ନିଅନ୍ତି। 


କେତେ ସୁନ୍ଦର ସେ ଘରଟିି ଦିିଶଇ

ଯେତେବେଳେ ସେ ଘରେ ସମସ୍ତେ 

ଏକାଠି ସାଙ୍ଗ ହୋଇ ହସଖୁସିରେ ରୁୁୁହନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract