STORYMIRROR

Prabhati Mahapatra

Romance Tragedy Others

3  

Prabhati Mahapatra

Romance Tragedy Others

କେମିତିକା ଝିଅ

କେମିତିକା ଝିଅ

1 min
167

ଖରା ବେଳେ ଟିକେ

ତୋ ଦୁଆର ତଳେ

ହୋଇ ଥିଲି ବୋଲି ଛିଡ଼ା

ତୋ ବାପ ବୁଝିଲା

ଝିଅ ନେଇ ଯିବ

ଦେଖାଇଲା ମୋତେ ଧଡା 

ଘର ଭିତରୁ ତୁ 

ହସୁ ଥିଲୁ ଯେବେ

ଲାଗୁ ଥିଲା ମୋତେ ରାଗ

ମନରେ ଭାବିଲି

ପ୍ରେମ ତୁ କରୁନୁ

ମିଛେରେ କରୁଛୁ ଢଙ୍ଗ ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance