STORYMIRROR

Jharana Rout

Fantasy

3  

Jharana Rout

Fantasy

କେମିତି କହିବି କହ

କେମିତି କହିବି କହ

1 min
283

   ହୁଦୟ କଥାକୁ ସାଇତି ରଖିଛି

        'କେମିତି କହିବି କହ'

    ମନେ ମନେ ମୁଁ ତତେ ଭଲପାଏ 

         'କେମିତି କହିବି କହ'

    ହାତ ପାପୁଲିରେ ତତେ ମୁଁ ଦେଖୁଛି

         'କେମିତି କହିବି କହ'

    ସ୍ୱପ୍ନ ବଣିକରେ ତୁ ଆସୁଛୁ ନୀତି

         'କେମିତି କହିବି କହ'

    ଯେଉଁଠି ବସିଲେ ତୋ କଥା ଶୁଭେ

         'କେମିତି କହିବି କହ'

    ପଲକ ଖୋଲିଲେ ତୁ ଦିଶୁଖାଲି 

          'କେମିତି କହିବି କହ'

    ମୋ ଚଲାବାଟରେ ତୋ ପାଦ ଦିଶେ

           'କେମିତି କହିବି କହ'

     ତୋ ରଙ୍ଗ ତୁଳୀରେ ମୁଁ ଚିତ୍ରଟିଏ 

          ' କେମିତି କହିବି କହ'

    ତୋ ପ୍ରେମର ମୁଁ ତୋ ନାୟିକା ଟେ

        'କେମିତି କହିବି କହ '

      ତୋ ସଙ୍ଗୀତର ମୁଁ ରାଗିଣୀ ଟିଏ

        ' କେମିତି କହିବି କହ '     

    ପ୍ରତି ମୁହୂର୍ତ୍ତରେ ତୋ କଥାକୁ ଭାବେ

          'କେମିତି କହିବି କହ'


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy