STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

କେବେ ତୁମେ ନାହଁ

କେବେ ତୁମେ ନାହଁ

1 min
177


କେବେ ତୁମେ ନାହଁ, 


କେବେ ମୁଁ ନାହିଁ, 


କେବେ ତୁମେ ଅଛ,ହେଲେ ମୁଁ ନାହିଁ, 


ଋତୁ ଆସେ ପୁଣି, 


ଋତୁ ଯାଏ ଫେରି, 


ମନେ ପ୍ରଜାପତି, ଉଡ଼ି ପାରେ ନାହିଁ..!


ଆକାଶରେ ମେଘ, 


ବର୍ଷା ଝରେ ନାହିଁ, 


ଇନ୍ଦ୍ରଧନୁ ଉଁ ଏ, ରଙ୍ଗ ଲାଗେ ନାହିଁ, 


କେବେ ଭୂଲି ପାର, 


କେବେ ଭୂଲ ନାହିଁ,


ଭୂଲି ନ ପାରିବା,ବୋଧେ ଜୁ ନାହିଁ..!


ସାତ ସୁର ଅଛି, 


ସାତ ରଙ୍ଗ ଅଛି, 


ରଙ୍ଗ ଥାଏ ସିନା,.. ହେଲେ ଛୁଁ ନାହିଁ, 


ଯେବେ ତୁମେ ନାହଁ,ମାନେ କିଛି ନାହିଁ, 


ଯେବେ ତୁମେ ନାହଁ,ତେବେ ମୁଁ କାହିଁ..?? 


        


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance