STORYMIRROR

Samarendra Nayak

Romance

4  

Samarendra Nayak

Romance

ପ୍ରାଣ ପ୍ରିୟତମା

ପ୍ରାଣ ପ୍ରିୟତମା

1 min
342

କାହିଁଗଲ ମୋର ପ୍ରାଣ ପ୍ରିୟତମା

ତୁମେହିଁ ତ ମୋର ସୁଖ ପରିସୀମା

ଦେଖାଦିଅ ବାରେ ଏ ଘନ କାଳରେ

ବିରହୀ ମୁଁ ତୁମ ବିନା ।

ଆସ ଥରେ ପ୍ରିୟା ସତେ ବା ସପନେ

ପୁଲକିବ ପ୍ରାଣ ତବ ଦରଶନେ

ଦେଖାଦିଅ ଆସି ମୃଦୁମୃଦୁ ହସି

ପ୍ରୀତି ଭରୁ ଏଇ ମନେ ।

ଚଞ୍ଚଳିତ ପ୍ରାଣ ପ୍ରଣୟିନୀ ମନ

ବ୍ୟାକୁଳିତ ହୃଦ କରେ ଅଭିମାନ

ତବ ପ୍ରୀତି ଆଶେ ଭାବ ସେ ପ୍ରକାଶେ

ଝୁରିଝୁରି କାଟେ ଦିନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance