STORYMIRROR

Dayasagar Dharua

Romance

4  

Dayasagar Dharua

Romance

ଗଲା ରାତି

ଗଲା ରାତି

1 min
279

ଗଲା ରାତି ମତେ ଝୁମ୍'ରା ନାଇଁ

ଭାବୁଥିଲିଁ ଖାଲି ତମର୍ କଥା।


ଆଗ୍'କେ ବଢ୍'ମି କି ପଛ୍'କେ ଫିର୍'ମି ?

କି ଜେନୁଁ ଅଛେଁ ହେନୁଁ ଠାଡ୍ ହେଇଥିମି ?

କି ଇ ଦୁନିଆଁର୍ ବନ୍ଧନ୍'କେ ମୁଇଁ ଲଂଘିଜିମି ?


କି ଇ ସଁସାରୁ ଟୁଟାମି ନାତା ?


ଗଲା ରାତି ମତେ ଝୁମ୍'ରା ନାଇଁ

ଭାବୁଥିଲିଁ ଖାଲି ତମର୍ କଥା।


ତମେ ଥିଲ ସତ୍ ତମେ ମୋର୍ ସପନ୍

ତମେ ଥିଲ ଛାତିର୍ ହର୍ ଏକ୍ ସ୍ପନ୍ଦନ୍

ଜାନିଛ ତମେ ଭି ଜେ ତମେ ମୋର୍ ଜିବନ୍


ତମେ ହିଁ ଥିଲ ମୋର୍ କଲପ୍'ଲତା


ଗଲା ରାତି ମତେ ଝୁମ୍'ରା ନାଇଁ

ଭାବୁଥିଲିଁ ଖାଲି ତମର୍ କଥା।


ତମ୍'କୁ ଛାଡି ମୁଇଁ ବଁଚ୍'ମି କେନ୍'ତା

ସାଂଗେ ଥିଲିଁ ତମର୍ ହରମିସା ଏନ୍'ତା,

ଦିହିଁ ନୁଁ ଛାଏଁ କେଭେ ନି ଅଲ୍'ଗେ ଜେନ୍'ତା


 କାନ୍ଦୁଥିଲିଁ ଗଲା ରାଏତ୍ ସର୍'ତା


ଗଲା ରାତି ମତେ ଝୁମ୍'ରା ନାଇଁ

ଭାବୁଥିଲିଁ ଖାଲି ତମର୍ କଥା।


Rate this content
Log in

Similar oriya poem from Romance