STORYMIRROR

Dayasagar Dharua

Abstract

2  

Dayasagar Dharua

Abstract

ହେତିର୍ ଲାଗି

ହେତିର୍ ଲାଗି

1 min
103

ଦୁନିଆଁର୍ ନଜରେ ହେତେ ଆସେଁ ନାଇଁ,

ଲୁକସିଁ ଲୁକାସିଁ ନିଜେ ନିଜକେ


ଆସିଜିମିଁ ଜଦି କାହାକେ ପସନ୍ଦ୍

ଆମର୍ ଦୁହିକର୍ ଲାଗି ପାଁଚମିଁ ମନ୍ଦ୍

ହେବା ତମର୍ ଖନ୍ଦୁଁ ଛଡେଇ ମୋର୍ ଖନ୍ଦ୍


ରହି ନାଇଁ ପାରେଁ ଛାଡି ତମର୍ ହାତକେ


ହେତିର୍ ଲାଗି

ଦୁନିଆଁର୍ ନଜରେ ହେତେ ଆସେଁ ନାଇଁ,

ଲୁକସିଁ ଲୁକାସିଁ ନିଜେ ନିଜକେ


ଦୁନିଆଁର୍ ଲୋକକୁ ବି କେଁ ଭରସା

ବୁଝାଲେ ତ ବି ଆମର୍ ନିଁ ବୁଝନ୍ ଭାଷା

ଖାଲି ମାଡି-ଦଲି ଜାନବେ ଆମର୍ ଆଶା


କରିଦେବେ ଅଲଗ୍ ମୋର୍ ନୁଁ ତମକେ


ହେତିର୍ ଲାଗି

ଦୁନିଆଁର୍ ନଜରେ ହେତେ ଆସେଁ ନାଇଁ,

ଲୁକସିଁ ଲୁକାସିଁ ନିଜେ ନିଜକେ


ତେଜିଦେମିଁ ଜିବନ୍ ତମର୍ ବିନେଁ

ମୋର୍ ଦୁନିଆଁ ଖାଲି ତମେ ହିଁ ଝନେଁ

ଆର୍ କାହାକେ ନିପାରେଁ ରଖି ମୋର୍ ମନେଁ


ତମର୍ ନାଁ ଥିଁ କରଛେଁ ମୋର୍ ତନ୍-ମନ୍ କେ


ହେତିର୍ ଲାଗି

ଦୁନିଆଁର୍ ନଜରେ ହେତେ ଆସେଁ ନାଇଁ,

ଲୁକସିଁ ଲୁକାସିଁ ନିଜେ ନିଜକେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract