STORYMIRROR

Dayasagar Dharua

Abstract

2  

Dayasagar Dharua

Abstract

ଆର୍ ଘଡେ

ଆର୍ ଘଡେ

1 min
164

ଏତେ ଜଲଦି କେନତା ବେଲ୍ ବୁଡୁଅଛେ,

ବାକି ଥିଲା ତାଏଲ୍ ଆଉ ଘଡେ


ଧରିଛେଁ ହାତ୍ ଇ ଛନେ ଆଘୋନୁଁ

ଆସୁ ତମର୍ ଛୁଆଁ ଭେଦି ରକତ୍ ନୁଁ

ମିସୁ ହାତର୍ ଗାର୍ ଲମି ଆମର୍ ହାତନୁଁ


ଜେନତା ହାତ୍ ଛାଡବାର୍ ଆର୍ ନାଇଁ ପଡେ


ଏତେ ଜଲଦି କେନତା ବେଲ୍ ବୁଡୁଅଛେ,

ବାକି ଥିଲା ତାଏଲ୍ ଆଉ ଘଡେ


କଥା ଅଛେ କାନର୍ ଅଧା-ଅଧାଥିଁ

ଘାଏ ଡେଗି-ଲଙ୍ଘି ଜଉ ଛାତିର୍ କାଥିଁ

ପଏଁଟେଇ ଦୁହୁରଉ ଜିଭ୍ କଥା-କଥାଥିଁ


ନି ଲାଗୁ କି ଲାଗବାର୍ ଅଛେ କଥା ଆର୍ ଥୁଡେ


ଏତେ ଜଲଦି କେନତା ବେଲ୍ ବୁଡୁଅଛେ,

ବାକି ଥିଲା ତାଏଲ୍ ଆଉ ଘଡେ


ଦୁନିଆଁ ଭାଙ୍ଗବା ଆମର୍ ଆଶାର୍ ଛାଏନ୍

ମୁଡ୍ ଫଟେଇ ବହାବା ଆମର୍ ରକତି-ପାଏନ୍

ଜିବନ୍ ଛାଡଲେ ଜାକି ପାଏମା ଜିବନସାଥି-ମାଏନ୍


ଜିଇଁ ଜିମା ନୁଆଁ ସକାଲ୍ ହେଲେ ଫେର୍ ଆମର୍ ଆଡ଼େ


ଏତେ ଜଲଦି କେନତା ବେଲ୍ ବୁଡୁଅଛେ

ବାକି ଥିଲା ତାଏଲ୍ ଆଉ ଘଡେ


Rate this content
Log in

Similar oriya poem from Abstract