STORYMIRROR

Gunanidhi Samal

Romance

4  

Gunanidhi Samal

Romance

ପ୍ରେମ ଓ ପ୍ରେମିକା

ପ୍ରେମ ଓ ପ୍ରେମିକା

1 min
516

ପ୍ରେମିକା'କୁ ନେଇ ପ୍ରେମ ନା'

ପ୍ରେମ କୁ'ନେଇ ପ୍ରେମିକା

ଏମିତି ଏକ ଅବୁଝା ପ୍ରଶ୍ନର

ଉତ୍ତର ଖୋଜୁଥିବା କବି ମୁଁ"

କେମିତି ବା' ଲେଖିବି କବିତା ।

କାହାକୁ କହିବା ପ୍ରେମ

କାହାକୁ କବିତା ?

ଚାନ୍ଦକୁ ନା" ଜ୍ୟୋତ୍ସ୍ନାକୁ ?

ଫୁଲକୁ ନା" ବାସ୍ନାକୁ ?

ଆକାଶ ନା' ମେଘମାଳାକୁ ?

ଜୀବନ ନା" ଯଉବନକୁ ?

କାହାକୁ ? ତୁମେ କୁହ କାହାକୁ ?



Rate this content
Log in

Similar oriya poem from Romance