STORYMIRROR

Tapaswini DashSarangi

Romance

4  

Tapaswini DashSarangi

Romance

ପ୍ରେମ

ପ୍ରେମ

1 min
416

ପ୍ରେମର ପରଶ ବାଜି ଗଲା ଦେହେ

ସାଜିଲି ତୁମ ପ୍ରେମିକା

ଦେହ ମନେ ମୋର ଶିହରଣ ହେଲା

ହୋଇଲି ମଧୁ ମକ୍ଷିକା ।

ମଧୁମକ୍ଷି ସମ ପାନ କଲି ମୁହିଁ

ପ୍ରେମର ଅମୃତ ରସ

ପ୍ରେମ ରସ ସିଏ ନିର୍ଝରିଣୀ ଅଟେ

ହୋଇବନି କେବେ ଶେଷ ।

ପ୍ରଥମ ପ୍ରେମର ପହିଲି ଛୁଆଁକୁ

ଭୂଲିବନି ଏଇ ମନ

ନିଇତି ମଜ୍ଜିବି ନିତି କରୁଥିବି

ପ୍ରେମର ସୁରାକୁ ପାନ ।


Rate this content
Log in

Similar oriya poem from Romance