Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharmendra Chuhan

Romance

3  

Dharmendra Chuhan

Romance

ପ୍ରେମ

ପ୍ରେମ

1 min
355


ପ୍ରେମ ଏକ ପବିତ୍ର ବନ୍ଧନ

ଦୁଇଟି ମନର ମିଳନ,

ନୁହେତ ଖାଲି ବିବାହ ବନ୍ଧନ

ନୁହେବି ତ ମନୋରଞ୍ଜନ ।

ଦୁଇଟି ମନର ଆଳାପରେ

ଗଢିଉଠେ ଏଇ ବନ୍ଧନ,

ସୁଖ ଦୁଃଖ ମିଶା ଆଳାପରେ

ଜଣେ ବୁଝେ ଅନ୍ୟର ମନ ।

ରାଗ ରୁଷା କେତେ ଅଭିମାନ

ପ୍ରେମରେ ମିଶିକି ଥାଏ,

ବିରହର ଦିନ କେବେ ଆସେ

କେବେ ମିଳାମିଶା ହୁଏ ।

କହିକେ ପାରିବ ପ୍ରେମ ବିନା କିଏ

ବଂଚିଛି ତା ଜୀବନରେ,

ଯାହାକୁ ହେଲେ ନିଶ୍ଚୟତ ସିଏ

କରିଥିବ ପ୍ରେମ ଥରେ ।



Rate this content
Log in

Similar oriya poem from Romance