STORYMIRROR

Dharmendra Chuhan

Abstract

2  

Dharmendra Chuhan

Abstract

ବର୍ଷା

ବର୍ଷା

1 min
90

ମନରେ ଅନେକ ଆଶା ବସା ବାଂଧିଥିଲା

ବର୍ଷା ଆସିବ,

ଭିଜେଇ ଦେବ ତାର ସ୍ପର୍ଶରେ

ଏଇ ଶୁଖିଲା ହୃଦୟକୁ


ତୃଷା ଜର୍ଜରିତ ମନରେ

ଟୋପାଏ ପାଣି ପ୍ରଦାନକରି

ମାରିଦେବ ଶୋଷ,


ହେଲେ ବର୍ଷା ଯେ ଏକ ସ୍ବପ୍ନ

କାହୁଜାଣିବ ଏ ହୃଦୟ

କାହୁଁ ବୁଝିବ ଏ ମନ

ମନ ହୃଦୟ ଆଜି

ମାୟା ମରୀଚିକା ପଛରେ

ଜୀବନ ଛନ୍ଦି ହେବାକୁ ଯାଉଛି

ଭୋକିଲା ମାଙ୍କଡସା ପାଖକୁ


Rate this content
Log in

Similar oriya poem from Abstract