STORYMIRROR

Tapan Dixit

Romance

2  

Tapan Dixit

Romance

କବିତା

କବିତା

1 min
13.3K


ତମେ ନରମ ଜାଡ ର 

ସରମୀ ପ୍ରିୟା ମୋ

ନିରୁଡ଼ା ଶିଶିର ଛୁଆଁ

ମୁଁ ଯେ ଅଦିନ ବରଷା 

ଶୀତ ପାହାନ୍ତିର

ସିରି ସିରି ଥଣ୍ଡା ବାଆ,

ତୁମେ ଟୋପି ଟୋପି ହୋଇ 

ଘାସଫୁଲ ଓଠେ 

ସଜ ହେଉଥାଅ ବସି

ମୁଁ ଟୁପ୍ ଟାପ୍ ହୋଇ 

ଭସା ବାଦଲରୁ 

ଝରି ଯାଇ ହୁଏ ଖୁସି ।।

୮.୧୨.୨୦୧୭

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance