STORYMIRROR

Tapan Dixit

Fantasy

2  

Tapan Dixit

Fantasy

କବିତା

କବିତା

1 min
13K


ରାଧା ଧରିଛି କାଖରେ କଳସୀ 

ଜଗା ବାସୁଛି ତୁଳସୀ ତୁଳସୀ 

ଓଠେ ଜଗନ୍ନାଥୀ ହସ….. 

ରାଧାରାଣୀ ପାଇଁ ପ୍ରେମ ପାଗଳ ସେ 

ଧରିଛି କହ୍ନେଇଁ ବେଶ,

ମହୋଦଧି ତୀରେ ରାହାସ ଚାଲିଛି 

ଉଛୁଳେ ଯମୁନା ପାଣି 

ଏ କି ଲୀଳା ତୋର ..ଆହେ! ମହାବାହୁ 

ବେଳା ଏ ନପାରେ ଜାଣି .... ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in

Similar oriya poem from Fantasy