ପାଗଳ ଆଜି ମୋ ମନ
ପାଗଳ ଆଜି ମୋ ମନ
ପାଗଳ ଆଜି ମୋ ମନ
ଇଛାହୁଏ ଥରେ ବରଷା ହୋଇ ମୁଁ
ମୁଁପଡେ ତୁମରି ଉପରେ
ତୁମରି ପ୍ରୀତିରେ ଭିଜି ଭିଜି ପ୍ରିୟl
ନାଚୁ ଥାଏ ମୁଁ ଖୁସିରେ ।
ତୁମରି ପ୍ରୀତିର କାଉଁରୀ ନିଶା ରେ
ପାଗଳ ଆଜି ମୋ ମନ
ସକାଳେ ସଂଜରେ ଚାନ୍ଦେନି ରାତିରେ
ତୁମକୁ ଖୋଜେ ମୋ ମନ ।
ପାନ୍ଥଶାଳା ଆଜି ମୋ ମନ ସାଜିଛି
ହୃଦୟେ ନାମ ତୁମରି
କ୍ଲାନ୍ତ ମନ ଟା କାହିଁକି କେଜାଣି
ହେଉଛି ତୁମକୁ ଝୁରୀ ।

