STORYMIRROR

smrutirekha das

Children Stories Classics Fantasy

3  

smrutirekha das

Children Stories Classics Fantasy

ବୋଉ

ବୋଉ

1 min
379

କୋଣାର୍କ ଗାଉଛି ଧରମା ଗୀତ

ବ୍ରାହ୍ମଣୀ ଗାଉଛି ବାଜିରାଉତ

ଏଇ ମୋ ମାଆ,ଓଡିଶା ମାଟି

ଜିନ୍ଦାବାଦ ମୋ ଓଡିଶା ଗୀତ

ଜିନ୍ଦାବାଦ ମୋ ପଖାଳ ଭାତ ।


ଶସ୍ୟ ଶ୍ୟାମଳା ମୋ ସୁନା ଓଡିଶା

ମିଠା ତା ପବନ ମିଠା ତା ଭାଷା

ଚାଷ ଦିଏ ବାସ ଜୀବନ ଦିଶା

ସାଧବ ପୁଅର ଦୂର ବେଉସା

ଗାଁ ଗହିର, ରାଇଜ ମୋର

ଜିନ୍ଦାବାଦ ମୋ ବର୍ଷା ବସନ୍ତ

ଜିନ୍ଦାବାଦ ମୋ ବୋଉ ପଣତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍